jsm

କନ୍ଧମାଳ ଗସ୍ତରେ ଅନୁସୂଚିତ ଜନଜାତି ବିଜେପି ମୋର୍ଚ୍ଚା ସଭାପତି ଓ ସଦସ୍ୟ

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅନୁସୂଚିତ ଜନଜାତି ରାଜ୍ୟ ମୋର୍ଚ୍ଚା ସଭାପତି (ବିଜେପି) ବିଭୁ ତରାଇ, ଉପସଭାପତି ରାମବିଶି ଦିଗାଲ ଏବଂ ସାଧାରଣ ସମ୍ପାଦକ ରାଘବ ମଲ୍ଲିକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ବାଲିଗୁଡାରେ ରହି କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ବାସ ଭବନ ଠାରେ ପହଂଚିବା ପରେ ବାଲିଗୁଡା ବିଜେପି ତରଫରୁ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇଥିଲା । ଜିଲ୍ଲା ସଭାପତିଙ୍କ ସମେତ ବାଲିଗୁଡ଼ା ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରମାନନ୍ଦ ଘଡ଼େଇ, ଚନ୍ଦ୍ର ମଲିକ, ମନୋଜ ରଥ, ଶୁଭାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମ୍ୟକ ଆଲୋଚନା କରି ଫେରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.