oom

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ବ୍ରାହ୍ମଣ ମହାସଭାର ସାମୁହିକ ତିଳ ତର୍ପଣ ମହାସମାରୋହରେ ପାଳନ କରାଯାଇଥିଲା । ଏଥିରେ ସର୍ବ ଭାରତୀୟ ଉପସଭାପତି ଜୟକୃଷ୍ଣ ଦାସ ଶର୍ମା ଏବଂ ଗିରିଧାରୀ ଶତପଥି ପୌରୋହିତ୍ୟ କରିଥିଲେ ଏବଂ ନିଳମଣି ମିଶ୍ର, ସତ୍ୟବନ୍ତ ବେଦବାକ୍‌, ରଘୁନାଥ ମିଶ୍ର, ଜୟରାମ ମିଶ୍ର, କିଶୋର ମିଶ୍ର, ଧନଞ୍ଜୟ ମିଶ୍ର, ଶ୍ରୀବତ୍ସ ମିଶ୍ର, ଗୋବିନ୍ଦ ହୋତା, ମହାଦେବ ମିଶ୍ର, ପର୍ଶୁରାମ ନାୟକ ଏବଂ ନିଳାଞ୍ଚଳ ହୋତା ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.