ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅନିଶ୍ଚିତତା ଧାରଣା ୨୯ଦିନରେ : ଧାରଣାକୁ ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡ଼ିଶା ପକ୍ଷରୁ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଅନିଶ୍ଚିତକାଳୀନ ଧାରଣା ବୁଧବାର ଦିନ ୨୯ ଦିନରେ ପହଞ୍ଚିଛି । କୌଣସି ପ୍ରଶାସନିକ ପ୍ରତିଶ୍ରୁତି ତଥା ଚିନିକଳ କାର୍ଯ୍ୟକ୍ଷମ ଓ ଧାରଣା ବିଷୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ଚିନିକଳ ମହାପ୍ରବନ୍ଧକଙ୍କ ନିକଟରୁ ମଧ୍ୟ କୌଣସି ଉତ୍ତର ମିଳିନାହିଁ । ତଥାପି ଏହି ଧାରଣାଟି ଜାରି ରହିବ ବୋଲି ଭିଆଇପିର ଅଧ୍ୟକ୍ଷ ଡ଼. ବିପିନ କୁଶଲିଆ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.