ସେବା ସପ୍ତାହ ପାଳିତ

କଣ୍ଟାବାଞ୍ଜି, (ମନିଷ କୁମାର ହଂସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେବା ସପ୍ତାହ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ରୋଗୀମାନଙ୍କୁ ଫଳମୂଳ ଦେବା ସାଙ୍ଗକୁ ତାଙ୍କର ସ୍ଵାସ୍ଥ୍ୟ ଆରୋଗ୍ୟ କାମନା କରାଯାିଛି । ଏହି କାର୍ଯ୍ୟକ୍ରମ ଅବସରରେ ବିଜେପିର ବରିଷ୍ଟ ନେତା ଲକ୍ଷ୍ମଣ ବାଗଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

Leave A Reply

Your email address will not be published.