jsm

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନଙ୍କ ଗସ୍ତକୁ ନେଇ ମନ୍ତ୍ରୀ, ବିଧାୟକଙ୍କ ସ୍ଥିତି ଅନୁଧ୍ୟାନ

csstore

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼କୁ ଗସ୍ତକୁ ନେଇ ଏବେ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ତେବେ ଗସ୍ତ ପୂର୍ବରୁ ବିଜୁ ଜନତାର ସାଙ୍ଗଠନିକ ସମ୍ପାଦକ ବବି ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ବିଜୁ ଜନତା ଦଳର ଯୁବ ସଭାପତି ପ୍ରଣବ କୁମାର ବଳବନ୍ତରାଏ ପ୍ରମୁଖ ଟିଟିଲାଗଡର ସିଟି ସ୍କୁଲ ପଡିଆରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

yuvodaya
Leave A Reply

Your email address will not be published.