lika

ସିଆର୍‌ପିଏଫ୍‌ ଡେପୁଟି କମାଣ୍ଡେଣ୍ଟ ବିନୋଦ କୁମାର ଟଣ୍ଡନଙ୍କ ପିଏଚ୍‌ଡ଼ି ଲାଭ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ଡେପୁଟି କମାଣ୍ଡେଣ୍ଟ ବିନୋଦ କୁମାର ଟଣ୍ଡନ ପିଏଚ୍‌ଡି ଲାଭ କରିଛନ୍ତି । ରାୟପୁର ସ୍ଥିତ ପିଟି ରବିଶଙ୍କର ୟୁନିଭର୍‌ସିଟିରୁ ପୋଲିଟିକାଲ୍‌ ସାଇନ୍ସରେ ସେ ଏହି କୃତୀତ୍ୱ ହାସଲ୍‌ କରିଥିବା ବେଳେ ‘ଏନାଲିସିସ୍‌ ଅଫ୍‌ ଦି ରୋଲ୍‌ ଅଫ୍‌ ପୋଲିସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଇନ୍‌ ଦି ଇରାଡ଼ିକେସନ୍‌ ଅଫ୍‌ ନକ୍ସଲିଜମ୍‌ ଇନ୍‌ ଦି ଷ୍ଟେଟ୍‌ ଅଫ୍‌ ଛତିଶଗଡ଼ (ୱିଥ୍‌ ସ୍ପେସିଆଲ୍‌ ରେଫରେନ୍ସ ଟୁ ସୁକମା ଡିଷ୍ଟ୍ରିକ୍ଟ) ବିଷୟ ଉପରେ ସେ ଗବେଷଣା ପତ୍ର ଦାଖଲ୍‌ କରିଥିଲେ । ତାଙ୍କ ଗାଇଡ୍‌ ଥିଲେ ଭିଲାଇର ବୈଶଲିନଗର ସରକାରୀ କଳା ଓ ବାଣିଜ୍ୟ ପିଜି. କଲେଜର ଅଧ୍ୟକ୍ଷ ଡ.ଅଲକାମେଶ୍ରମ । ତାଙ୍କର ଏହି କୃତୀତ୍ୱ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

babaa
Leave A Reply

Your email address will not be published.