csstore

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୫ରୁ ଜଣେ, ବେଲପଡା ବ୍ଲକ ବେଲପଡା ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ବାନ୍ଧୁପଲା ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ. ୧୪ରୁ ଜଣେ, ଟିଟିଲାଗଡ ବ୍ଲକ ସିହିନୀ ଗ୍ରା.ପ.ରୁ ଜଣେ ଏବଂ ତୁରେକେଲା ବ୍ଲକ ବୁରୋମାଲ ଗ୍ରା.ପ.ରୁ ଜଣେ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.