ଦିବ୍ୟାଙ୍ଗ ଯୁବତୀଙ୍କୁ ହ୍ୱିଲ ଚେୟାର ପ୍ରଦାନ କଲେ ପାଇକମାଲ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଗୌତମ ସିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ପାଇକମାଳ ବ୍ଲକ୍ ବିଜୁ ଯୁବ ଜନତା ଦଳର ସଭାପତି ଗୌତମ ସିଂ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ପତ୍ରାଗୁଡ଼ା ଗ୍ରାମକୁ ଯାଇ ଦିବ୍ୟାଙ୍ଗ ଯୁବତୀ ବାସନ୍ତି ମାଝିଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରିଥିଲେ । ପାଇକମାଳ ବ୍ଲକ ଜୋନ ନମ୍ୱର୍ ୧ର ଜିଲ୍ଲା ପରିଷଦ ସଭ୍ୟ ବିଶ୍ଵନାଥ ବାଗ, ଆଇଟି ସଂଯୋଜକ ଗଣେଶ ପ୍ରଧାନ ଓ ଡିଜିଟାଲ ସେକ୍ରେଟାରୀ କାହ୍ନା ସରାଫ ଓ ଉପସଭାପତି ବେଣୁଧର ଭୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.