csstore

ଆଜି ବଲାଙ୍ଗିର ଜିଳ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଳ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ସରକାରୀ ସୂତ୍ରରେ ଜଣାପଡିଛି । ଆଗଲପୁର ବ୍ଲକ କୁଟାସିଂଘା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ସିକାଛିଡା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୫ରୁ ଜଣେ, ଦେଓଗାଁ ବ୍ଲକ ଧଣ୍ଡାମାଲ ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ବରପଦର ଗ୍ରା.ପ.ରୁ ଜଣେ ଏବଂ ପୁଇଁନ୍ତଲା ବ୍ଲକ ରଣ୍ଡା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.