centurian jitm

ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ, ଜଣେ ଗୁରୁତର

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ବେଲଗାଁ ଫାଣ୍ଡି ନିକଟସ୍ଥ ସ୍ଥାନୀୟ ବଙ୍ଗଳା ପାଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନା ମତେ ଜାତୀୟ ରାଜପଥ ୨୬ ନିକଟ ବଙ୍ଗଳା ଠାରେ ଭାରସାମ୍ୟ ହରାଇ କଳାହାଣ୍ଡି ଜିଲ୍ଲା କାର୍ଲ।ମୁଣ୍ଡା ବ୍ଳକର ଜଣେ ବ୍ୟବସାୟୀ ଚକ୍ରଧର ସାହୁଙ୍କୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଥି ଗୁରୁତର ଆହତ ହୋଇଥିବା ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.