csstore

ନେସନାଲ ବକ୍ସିଙ୍ଗ ସିଲେକ୍ସନ ଟ୍ରାଏଲ୍‌ରେ ଅଂଶ ଗ୍ରହଣ କରିବା ପାଇଁ ଯାତ୍ରା କରିବେ କରିସ୍ମା ସ୍ୱାଇଁ ଓ ପ୍ରଦୀପ୍ତ ବେହେରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପୁଅ ଡେଲାଙ୍ଗ ଝିଅ ଏବେ ନେସନାଲ ବକ୍ସିଙ୍ଗ ସିଲେକ୍ସନ ଟ୍ରାଏଲ୍‌ରେ । ପ୍ରକାଶ ଥାଉକି ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗର ଦଶମ ଶ୍ରେଣୀର ଛାତ୍ର ପ୍ରଦୀପ୍ତ ବେହେରା ଓ ଡେଲାଙ୍ଗ କଲେଜର ଯୁକ୍‌କ୍ତ ର ଛାତ୍ରୀ କରିସ୍ମା ସ୍ୱାଇଁ ତା ୨୩-୭-୨୦୨୧ରେ ହରିୟାଣା ର ପାନିପଥ ରେ ହେବାକୁ ଥିବା ନେସନାଲ ବକ୍ସିଙ୍ଗ ସିଲେକ୍ସନ ଟ୍ରାଏଲ୍‌ ରେ ଅଂଶ ଗ୍ରହଣ କରିବା ପାଇଁ ଯାତ୍ରା । ଏହା ଶାରିରୀକ ଶିକ୍ଷା ଶିକ୍ଷକ ଙ୍କ ଠାରୁ ପ୍ରକାଶ। ତାଙ୍କ ସହିତ କୋଚ୍ ସନ୍ତୋଷ କୁମାର ପ୍ରଧାନ ମଧ୍ୟ ଯାତ୍ରା କରୁଛନ୍ତି। ପିଲାମାନଙ୍କୁ ବ୍ଲକ ମଷବସକ୍ସଜ୍ଞରଦ୍ଭ ପ୍ରସନ୍ନ କୁମାର ସାହୁ, ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକ, ସମାଜ ସେବୀ ଅଜୟ କୁମାର ରାଉତରାୟ ଓ ବୁଦ୍ଧିଜୀବିମାନେ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.