oom

ଟ୍ରକ୍ ଧକ୍କାରେ ଏମ୍‌ସିଏଲ୍‌ କର୍ମଚାରୀଙ୍କ ପ୍ରାଣଗଲା

jsmm

ପରଜଙ୍ଗ : ଟ୍ରକ୍ ଧକ୍କାରେ ଏମ୍‌ସିଏଲ୍‌ କର୍ମଚାରୀଙ୍କ ପ୍ରାଣଗଲା ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଏମ୍‌ସିଏଲ୍‌ କର୍ମଚାରୀ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆର୍ତବନ୍ଧୁ ବିଶ୍ୱାଳ ସବୁଦିନ ଭଳି ଆଜି ସକାଳୁ ତାଳଚେର ଡ୍ୟୁଟିକୁ ଯାଉଥିବା ବେଳେ ଏନ୍‌ଏଚ୍‌୫୩ ହାତିଲୁଚାଣି ଛକ ନିକଟରେ ପଛପଟୁ ତାଙ୍କୁ ଟ୍ରକଟି ଧକ୍କାଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଟ୍ରକଟି ଯାଜପୁର କାଳିଆପାଣିରୁ ଆଇରନ ଲୋଡ କରି ସମ୍ବଲପୁର ଯାଉଥିଲ । ପରେ ଖବର ପାଇ ରଜଙ୍ଗ ପୋଲିସ ପହଞ୍ଚି ଟ୍ରକଟିକୁ ଅଟକ ରଖିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.