ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ : ଡାକ୍ତରଖାନାରେ ଯୁବକ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ କୁମ୍ଭାରୀ ନିକଟ କାନ୍ଦୁଲସର ଠାରେ ଭାରସାମ୍ୟ ହରାଇ ଜଣେ ଯୁବକ ତା’ର ବାଇକକୁ ଗଛରେ ପିଟି ଦେଇଥିବା ବେଳେ ଆମ୍ବୁଲାନ୍ସ ଯୋଗୁଁ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ନିଆଯାଇଥିବା ବେଳେ ତାର ପରିଚୟ ମିଳିପାରି ନାହିଁ । ଯୁବକ ଜଣକ ନିଶା ଶକ୍ତ ଅବସ୍ଥାରେ ଥିବା ବେଳେ ଦ୍ରୁତ ଗତିରେ ଗାଡ଼ିଟି ଏକ ଗଛରେ ପିଟି ହୋଇଥିଲା । ଫଳରେ ଅଳ୍ପକେ ବର୍ତ୍ତି ଯାଇଛି ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.