oom

ଅନସନ ପାଇଁ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଆଗାମୀ ୨୧ତାରିଖରେ ଗାଇସିଲେଟ ଥାନା ସମ୍ମୁଖରେ ହେବାକୁ ଥିବା ଆମରଣ ଅନଶନ ଏବଂ ଗଣଧାରଣା ପାଇଁ  ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ଗାଇସିଲେଟ ଶାଖାର ପ୍ରସ୍ତୁତି ବୈଠକ ଅନୁଷ୍‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶଶୀଭୂଷଣ ବରିହା, ସଂଜୟ ଜରଜରିଆ, ଗୋପାଳ ଭୁଏ, ଯଜ୍ଞେଶ୍ଵର ପଧାନ, ଅଚ୍ୟୁତାନନ୍ଦ ସାହୁ, ବସୁଦେବ ଛିଚୁଆଁ, ରଙ୍କମଣୀ ପଧାନ, ବିପିନ ବିହାରୀ ଛିଚୁଆଁ ଏବଂ ଚତୁର୍ଭୁଜ ସାହୁ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିଥିଲେ ।

jittmm
Leave A Reply

Your email address will not be published.