ଓଟିଡ଼ିସି ଏଇ ଓ ଜେଇ ଧରାପଡ଼ିଲେ ଭିଜିଲାନ୍ସ ହାତରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଟିଡ଼ିସି ଏଇ ପ୍ରଭାତ ନାୟକ ଏବଂ ଜେଇ କ୍ଷୀରୋଦ ଆଚାର୍ଯ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ଆଜି ଜଣେ ଓଟିଡ଼ିସି ଠିକାଦାରଙ୍କ ଠାରୁ ୧ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ଉପରୋକ୍ତ ଦୁଇ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଥିବା ବେଳେ ତଦନ୍ତ ଜାରି ରହିଥିବା ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.