csstore

ମା’ ପାଟଣେଶ୍ୱରୀ କ୍ଲବ ଏବଂ ନେହେରୁ ଯୁବକ କେନ୍ଦ୍ର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କଶୃପାଲି ଗାଁ ମା’ ପାଟଣେଶ୍ୱରୀ କ୍ଲବ କଶୃପାଲି ଏବଂ ନେହେରୁ ଯୁବକ କେନ୍ଦ୍ରର ମିଳିତ ଉଦ୍ୟମରେ ଗତକାଲି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୫୦ରୁ ଅଧିକ ଚାରା ରୋପଣ କରାଯାଇଥିବା ବେଳେ ଏହି କାର୍ଯ୍ୟରେ ନେହେରୁ ଯୁବକ କେନ୍ଦ୍ରର ଡିୱାଇସି ଉପସ୍ଥିତ ରହି କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ମା’ ପାଟଣେଶ୍ୱରୀ କ୍ଲବର ମୁଖ୍ୟ ସତ୍ୟନାରାୟଣ ହୋତାଙ୍କ ସହ ନରେଶ ବୁଧିଆ, ଯୁଗଲ ପଧାନ, ପ୍ରଫୁଲ୍ଲ ପାତ୍ର, ଅମିର ପଧାନ, ବୁଲୁ ପାତ୍ର, ବାଂଚା ଥପା, ବିବେକା ବିଶି, ନନ୍ଦି ବିଶି, ତୁଫାନ ପଧାନ, ଅଜିତ ପଧାନ, ଶ୍ରୀକାନ୍ତ ପଧାନ, ଅନ୍ତ ବୁଧିଆ, କେଶବ ସାହୁ ସାହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.