ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ମିଳିଲା ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ସହିତ ଜଳଶକ୍ତି ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଳୀ : ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ମିଳିଛି ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ସହିତ ଜଳଶକ୍ତି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ । ସେ ରାଷ୍ଟ୍ରମନ୍ତ୍ରୀ ଭାବରେ ଏହି ଦାୟିତ୍ୱ ତୁଲାଇବେ । ସେ ବିଶେଷ କରି ଆଦିବାସୀ ସଂପ୍ରଦାୟରୁ ଆସିଥିବାରୁ ଏହି ବିଭାଗ ତାଙ୍କୁ ଦିଆଯାଇଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.