oom

ଗୁଦେରପାଲି ହାଇସ୍କୁଲରେ ବନ ମହୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସମାଜସେବୀ କିଶୋର ଚନ୍ଦ୍ର ଦେବତା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ସରପଞ୍ଚ ଗୈାର ପାତ୍ର, ପରିଚାଳନା କମିଟିର ସଭାପତି ଶୈଳବାଳା ଦେବତା, ବରିଷ୍ଠ ନାଗରିକ ଶିବ ପ୍ରଧାନ, ଶିକ୍ଷକ ଚନ୍ଦ୍ରମଣି ସାହୁ, ପ୍ରଜାପତି ପଧାନ, ମୁରଲିଧର ପଟେଲ, କିଶୋର ପାତ୍ର, କେଶବ ପାତ୍ର, ଲବାର ପଟେଲ, ଧନପତି ପଧାନ ସହଯୋଗ କରିଥିଲେ । ହାଇସ୍କୁଲର ଗାନ୍ଧୀ ଉଦ୍ୟାନରେ ସର୍ବମୋଟ ୩୦ଟି ଗଛ ଲଗାଯାଇଛି ।

jittmm
Leave A Reply

Your email address will not be published.