oom

ବଲାଙ୍ଗିର ସହରର ବିଭିନ୍ନ ସମସ୍ୟାକୁ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ବଲାଙ୍ଗିର ସହରର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀର ବଲାଙ୍ଗିର ନଗର ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧକ୍ଷ ସଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ ପଣ୍ଡା, ଦେଓଗାଁ ବ୍ଲକ ସଭାପତି ବଦ୍ରୀନାଥ ହୋତା, ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ, ଦେଓଗାଁ ଯୁବ ମୋର୍ଚ୍ଚା ସଭାପତି ଲୀଳାମ୍ବର ଗୁରୁ, ଦେଓଗାଁ ବ୍ଲକ ଉପସଭାପତି ସୀତାରାମ ଗୁରୁ, ବଲାଙ୍ଗିର ନଗର ଉପସଭାପତି ଦେବରାଜ ନାଗ, ରବୀନ୍ଦ୍ର ନାଏକ, ମନୋଜ ନାଏକ, ବୁଲୁ ପରଡିଆ, ଶୈଳେନ୍ଦ୍ର ନାଏକ, ବିଷ୍ଣୁ ବାଗ, ବିକାଶ ବଗର୍ତ୍ତୀ, ସଂଜୀବ କର୍ତ୍ତୀ, ବିଜୁ ଠେଲା ରାହୁଲ ମଲ୍ଲିକ, ଆର୍ତ୍ତ ମଲ୍ଲିକ ଆଦିଙ୍କ ଉପସ୍ଥିତ ଥିବା ବେଳେ ତତ ସହିତ ଅନ୍ୟ ମାନଙ୍କ ମଧ୍ୟରେ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ, ପ୍ରଦେଶ କୋଷାଧକ୍ଷ ସୁଶୀଲ କୁମାର ସାହୁ ଏବଂ ବଲାଙ୍ଗିର ନଗରର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.