csstore

ପଦ୍ମପୁର ବ୍ଲକ ସ୍ତରୀୟ ଠିକାଦାର ସଂଘ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ସ୍ତରୀୟ ଠିକାଦାର ସଂଘ ଗଠିତ ହୋଇଯାଛି । ସଂଘର ସଭାପତି ଭାବେ ଧରମ ପାଢୀ, ଉପ ସଭାପତି ହରିହର ପଟ୍ଟନାୟକ, ସଂପାଦକ ଭରତ ପଣ୍ତା, ଯୁଗ୍ମ ସମ୍ପାଦକ ରାକେଶ ସାମନ୍ତରାୟ, କୋଷାଧ୍ୟକ୍ଷ ଶରଲ ସିହ୍ନା ସହିତ ୧୧ ଜଣ ସଦସ୍ୟ ନରେଶ ମେହେର, ରାକେଶ ନାୟକ, ଦିନେଶ ପାଣିଗ୍ରାହୀ, ରାଜେଶ ସାହୁ, ସୁଶୀଲ ଚାନ୍ଦ, ବିନୟ ଶର୍ମା, ଦିବାକର ସାହୁ, ଗୋପାଲ ମିଶ୍ର, ରମେଶ ମେହେର, ବାଳଗୋପାଳ ପାଣିଗ୍ରାହୀ, କିଶୋର ଦାଶ ମନୋନୀତ ହୋଇଛନ୍ତି । ଉପଦେଷ୍ଟା ମଣ୍ଡଳୀରେ ରାଜକିଶୋର ସାହୁ, ଅମରଦୀପ ଅଗ୍ରୱାଲ, ସୁରେଶ ଅଗ୍ରୱାଲ, ଗଣେଶ ବିଶ୍ୱାଳ, ମହମ୍ମଦ ଅନୀଷ ପ୍ରମୁଖ ରହିଛନ୍ତି ।

jayashree
Leave A Reply

Your email address will not be published.