ଗର୍ଭବତୀଙ୍କ ପାଇଁ ଏଣିକି ୧୦୨ ନୁହେଁ ଡାଏଲ ୧୦୮ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗର୍ଭବତୀ ଓ ଛୋଟ ଶିଶୁମାନଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି ୧୦୨ ନୁହେଁ, କେବଳ ୧୦୮ ଡାଏଲ କରିବାକୁ ହେବ । ତେବେ ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଗର୍ଭବତୀ ଓ ଶିଶୁଙ୍କ ପାଇଁ ୧୦୮ ନମ୍ବରକୁ କଲ କଲେ ମିଳିବ ଆମ୍ବୁଲାନ୍ସ ସେବା । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ।

Leave A Reply

Your email address will not be published.