ବିପୁଳ ପରିମାଣରେ ଗ୍ରୋସରୀ ଦୋକାନରୁ ବିଦେଶୀ ମଦ ଜବତ ଓଡିଶା By Koshala Prabaha On Wednesday 16th June 2021, 5:07 pm Share ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ହ୍ମପୁର ସଦରଥାନା ଅନ୍ତର୍ଗତ ପଦରବାଲିର କାଳୁଆ ଛକ ନିକଟରେ ଥିବା ଗ୍ରୋସେରୀ ଦୋକାନରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଥିବା ଖବର ମଳିଛି । ତେବେ ୧୫ ପ୍ରକାରର ୧୧୨ ଲିଟର ବିଦେଶୀ ମଦ ଜବତ ହୋଇଛି । berhampur news