ଦେଓଗାଁ ବ୍ଲକ : ମାତ୍ର ଜଣେ ଚିହ୍ନଟ ଓଡିଶା By Koshala Prabaha On Monday 7th June 2021, 8:28 pm Share ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ କରୋନାର ଗତି ନିମ୍ନଗାମୀ ହେବାରେ ଲାଗିଛି । ସୋମବାର ଦିନ ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲକର ଅନ୍ୟ ୨୫ଟି ପଞ୍ଚାୟତରେ ଆଜି ସଂକ୍ରମଣ ଶୂନ୍ୟ ରହିଛି । deogaon news