jayashree

ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ର ଏବଂ ଅଗ୍ନିଶମ ସେବାଦଳର ତ୍ୱରିତ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଏନ୍‌ଡିଆର୍‌ଏଫ୍‌ର ୫୨ଟି ଦଳ, ଓଡ୍ରାଫ୍‌ର ୫୦ଟି ଦଳ, ଅଗ୍ନିଶମ ସେବାର ୨୦୦ରୁ ଅଧିକ ଦଳ ଏବଂ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୫୦୦ରୁ ଅଧିକ ସ୍ୱତନ୍ତ୍ର ଇଞ୍ଜିନିୟରିଂ ଦଳ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଉପୁଡି ପଡିଥିବା ଗଛକାଟି ରାସ୍ତା ଏବଂ ଅନ୍ୟାନ୍ୟ ସ୍ଥାନରେ ଅବରୋଧ ହଟାଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.