ପ୍ରସିଦ୍ଧ ସୀତାର ବାଦକ ପଦ୍ମଭୂଷଣ ଦେବୁ ଚୌଧୁରୀଙ୍କ କରୋନା ସଂକ୍ରମଣ ହେତୁ ମୃତ୍ୟୁ : ଦିଲ୍ଲୀରେ ଚିକିତ୍ସା ଚାଲିଥିଲା

ନୂଆଦିଲ୍ଲୀ : ପ୍ରସିଦ୍ଧ ସୀତାର ବାଦକ ପଦ୍ମଭୂଷଣ ପଣ୍ଡିତ ଦେବବ୍ରତ ଚୌଧୁରୀ(ଦେବୁ ଚୌଧୁରୀ)ଙ୍କ କରୋନା ସଂକ୍ରମଣରେ ପୀଡିତ ହେବା ପରେ ଆଜି ସକାଳେ ମୃତ୍ୟୁ ଘଟିଛି । ତାଙ୍କୁ ୮୫ ବର୍ଷ ହୋଇଥିଲା। ପଣ୍ଡିତ ଦେବୁ ଚୌଧୁରୀଙ୍କ ନିକଟତମ ସଂଗୀତଜ୍ଞ ଜଫର ମିର୍ଜା ନିଆଜୀ କହିଛନ୍ତି ଯେ, ଶନିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Leave A Reply

Your email address will not be published.