ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ଼ ମୁକାବିଲା ନେଇ ଏକ ସମୀକ୍ଷା ବୈଠକ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କୋଭିଡ଼ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । କୋଭିଡ଼ର ଦୃଢ଼ ମୁକାବିଲା ଦିଗରେ ବିଭିନ୍ନ ଦିଗଉପରେ ଜିଲ୍ଲାପାଳ ଆଲୋକପାତ କରି ବିଭିନ୍ନ ମାର୍ଗ ଦର୍ଶାଇଥିଲେ । ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପିଆରଓ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ବିଡ଼ିଓ ପ୍ରମୁଖ ଏହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.