ସୁରକ୍ଷାକର୍ମୀ‌ଙ୍କ ଗୁଳିରେ ଟଳିପଡିଲେ ୩ କୁଖ୍ୟାତ ଆତଙ୍କବାଦୀ

ଶ୍ରୀନଗର : ସୁରକ୍ଷାକର୍ମୀ‌ଙ୍କ ଗୁଳିରେ ଟଳିପଡିଲେ ୩ କୁଖ୍ୟାତ ଆତଙ୍କବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଦକ୍ଷିଣ କାଶ୍ମୀରର ସୋପିୟାନର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଜାଣି ସେନା ପକ୍ଷରୁ କମ୍ୱିଂ ଅପରେସନ୍କ ରାଯାଇଥିଲା । ତେବେ ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଜି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବସାର ସନ୍ଧ୍ୟାରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ କାଶ୍ମୀର ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.