csstore

ସ୍ମାଇଲ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ୍‌ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ : ସଂଗୃହିତ ହେଲା ୨୦ ୟୁନିଟ୍‌ ରକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ବ୍ଲଡ ବ୍ୟାଙ୍କ ଠାରେ ଆଜି ସ୍ମାଇଲ୍‌ ଫର୍‌ ଅଲ୍‌ ପାଉଣ୍ଡେସନ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଲୋଟସ ଷଡଙ୍ଗୀ, ଗୋପାଜୀ ପାଣିଗ୍ରାହୀ ଏବଂ ଟୁନା ମିଶ୍ର ଯୋଗଦାନ କରିଥିବା ବେଳେ ଏହି ରକ୍ତଦାନ ଶିବରରେ ୨୦ ୟୁନିଟ୍‌ ରକ୍ତଦାନ ସଂଗୃହିତ ହୋଇଥିଲା । ସଞ୍ଜିବ କୁମାର ସାହୁ, ସୁଜିତ ଚନ୍ଦନ, ସୁଦର୍ଶନ ବାଗ, ଆଶୁତୋଷ ବାଗ, ମୁକେଶ ସିଂ, ସିବୁ ବଗର୍ତ୍ତୀ, ରବି ଚନ୍ଦନ, ସନ୍ତୋଷ କର୍ମୀ ବିଜୁ ସାହୁ, ଭକ୍ତ ଓଝା, ସୌମ୍ୟ ପାଢୀ, ଲକ୍ଷ୍ମଣ ଦୀପ, ରାମ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.