csstore

୪୧ ତମ ପ୍ରତିଷ୍ଠା ଦିବସ ଅବସରରେ ପାନୀୟ ଜଳ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ୪୧ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଇରାଶିସ ଆଚାର୍ୟ୍ୟଙ୍କ ଆହ୍ୱାନ କ୍ରମେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପଦ୍ମପୁର ଭେଉଁରିଆ ଛକ ଠାରେ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରିତେଶ ବହିଦାର, ବରିଷ୍ଠ ନେତା ଶ୍ରୀକାନ୍ତ ପାଣିଗ୍ରାହୀ, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ଏସଟି ମୋର୍ଚ୍ଚା ମଣ୍ଡଳ ସଭାପତି ଲକ୍ଷ୍ମୀ କାନ୍ତ ବରିହା, କୁନାଲ ପାଣିଗ୍ରାହୀ ଓ ଯୁବମୋର୍ଚ୍ଚାର ୟଶସ୍ୱୀ କାର୍ୟ୍ୟକର୍ତ୍ତା ମାନଙ୍କର ଉପସ୍ଥିତିରେ ଯୁବମୋର୍ଚ୍ଚା ତରଫରୁ ସରବତ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.