ଦୁର୍ଘଟଣା ଗ୍ରସ୍ତ ମହନ୍ତ ମହାରାଜ ବାବାଜୀ ରାମ ନାରାୟଣ ଦାଶଙ୍କ କଟକ ବଡ଼ ମେଡିକାଲରେ ପରଲୋକ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର କଲେଜ ଛକ ଠାରେ ଶୁକ୍ରବାର ଘଟିଥିବା ଦୁର୍ଘଟଣା ଗ୍ରସ୍ତ ଗଞ୍ଜାମ ସହର ସ୍ଥିତ ଧର୍ମଶାଳା ଜଗନ୍ନାଥ ମନ୍ଦିରର ମହନ୍ତ ମହାରାଜ ବାବାଜୀ ରାମ ନାରାୟଣ ଦାଶଙ୍କ ଆଜି ପ୍ରତ୍ୟୁଷରେ କଟକ ବଡ଼ ମେଡିକାଲରେ ପରଲୋକ ହୋଇଯାଇଛି କ୍ଷ ଜିଲ୍ଲା ଓ ରାଜ୍ୟର ବହୁ ମଠର ସାଧୁଜନ ସନ୍ଥ ମହଲରେ ଶୋକ ର ଛାୟା ଖେଳିଯାଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାର ପ୍ରତିକାର ବ୍ୟବସ୍ଥା ସହ ଘଟଣାର ତଦନ୍ତ ଓ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବୀ ହୋଇଛି ।

Leave A Reply

Your email address will not be published.