ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ ଖୋଲାଗଲା ଜଳଛତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଖରାର ପ୍ରକୋପକୁ ଆଖି ଆଗରେ ରଖି ବଲାଙ୍ଗିର-ପାଟଣାଗଡ ରାସ୍ତାରେ ସ୍ଥାନୀୟ ଶାନ୍ତିପଡା ଦୁର୍ଗା ମନ୍ଦିର ପାଖରେ ଟାଇଗର୍‌ ୟୁଥ୍‌ କ୍ଲବ ପକ୍ଷରୁ ଏକ ଜଳଛତ୍ର ଖେଲାଯାଇଛି । ଏଥି ପାଇଁ ଟାଇଗର ୟୁଥ୍‌ କ୍ଲବର ସଦସ୍ୟ ମାନଙ୍କୁ ପ୍ରଶଂସା କରାଯାଉଛି । ଏଥିରେ କ୍ଲବର ପାର୍ଥ କର୍ଣ୍ଣ, ଦେବରାଜ ନାଗ, ନାରାୟଣ ମହାକୁର, ସୁରେଶ କମ୍ପ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.