ଆଜି ପୁଣି ଶୂନ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଲାଙ୍ଗିର ଜିଲ୍ଲାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) ଆଜି ପୁଣି ଶୂନ୍ୟ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଲାଙ୍ଗିର ଜିଲ୍ଲାରେ । ତେବେ ବର୍ତ୍ତମାନ ୧୨ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ଶୂନ୍ୟ ସଂଖ୍ୟା ଦେଖି ବଲାଙ୍ଗିର ଜିଲ୍ଲାବାସୀ ହାଲୁକା ହେବା ଉଚିତ ନୁହେଁ । କରୋନା ସଚେତନତା ସବୁବେଳେ ଅବଲମ୍ବନୀୟ । ଏଥି ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଦା ଜିଲ୍ଲାବାସୀଙ୍କୁ ସଚେତନ କରାଯାଉଛି ।

Leave A Reply

Your email address will not be published.