ପିଲାଚୋର ଭାବି ନିର୍ଦ୍ଧୁମ ଛେଚିଲେ

ବାଲେଶ୍ଵର : ପିଲା ଚୋର ଭାବି ୨ ଜଣ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଏମିତି ଏକ ଖବର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ । ଏକ କାରରେ ୪ ଜଣ ଯୁବକ ପିଲା ଚୋରି କରି ଆସୁଥିବା ଗ୍ରାମବାସୀ ସନ୍ଦେହରେ କାରକୁ କାବୁ କରି ଆକ୍ରମଣ କରିବା ଫଳରେ ୨ ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ନିସ୍ତୁକ ମାଡ ମାରିବାପରେ ପୋଲିସ ଜିମାରେ ଦେଇଥିଲେ ଗ୍ରାମବାସୀ ।

Leave A Reply

Your email address will not be published.