ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ସହକାରୀ ଯନ୍ତ୍ରୀ ପଡ଼ିଲେ ଭିିଜିଲାନ୍ସ ଜାଲରେ, ଚଢାଉ ଜାରି

ସୁନ୍ଦରଗଡ : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତାଙ୍କ ପୈତୃକ ଗାଁ ଲେଫ୍ରିପଡା ବାସଭବନ ସହ ବଡଗାଁ କାର୍ୟ୍ୟାଳୟ, ରଙ୍ଗାଢ଼ିପା ବାସଭବନରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ତଦନ୍ତ କରୁଛନ୍ତି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଥିବା ଜଣାପଡ଼ିଛି। ତେବେ ଏପର୍ୟ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.