csstore

ବରଗଡ଼ ସମବାୟ ଚିନି କଳର ପୁନଃ ଉଦ୍ଧାର ପାଇଁ ଏକ ନିବେଦନ ପତ୍ର ପ୍ରଦାନ

ପଦ୍ମପୁର/ବରଗଡ, (ନିରୋଜ କୁମାର ପାଣୀ) : ଆଜି ସକାଳେ ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେ‌ନ୍ଦ୍ର ପ୍ରଧାନଙ୍କୁ ବରଗଡ଼ ଜିଲ୍ଲାର ଏକ ପ୍ରତିନିଧି ଦଳ ମାନ୍ୟବର ବରଗଡ଼ର ସାଂସଦ ସୁରେଶ ପୂଜାରୀଙ୍କ ସହ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ କୁମାର ପୁରୋହିତ, ଯୁବ ନେତା ତଥା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ୟ୍ୟ, ପୂର୍ବତନ ବିଧାୟକ ମହମ୍ମଦ ରଫିକ ଓ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସୁରେ‌ଶ୍ୱର ଶତପଥୀ ବରଗଡ଼ ସମବାୟ ଚିନି କଳର ପୁନଃ ଉଦ୍ଧାର ପାଇଁ ଏକ ନିବେଦନ ପତ୍ର ପ୍ରଦାନ କରିଛ‌ନ୍ତି । ବି‌ଶ୍ୱାସ କରାଯାଇଛି ଯେ, ଏହି ନିବେଦନ ପତ୍ର ନିଶ୍ଚୟ ଜନସାଧାରଣଙ୍କ ହିତ ସାଧନ କରିବ ।

jayashree
Leave A Reply

Your email address will not be published.