csstore

ରୂପବଣିଆ ଜଙ୍ଗଲରୁ ୨ଜଣ ଶିକାରୀଙ୍କୁ ଗିରଫ କଲେ ଯୋରନ୍ଦା ସେକ୍ସନ କର୍ମଚାରୀମାନେ

ଢେଙ୍କାନାଳ : ୨ଜଣ ଶିକାରୀଙ୍କୁ ଗିରଫ କଲେ ଯୋରନ୍ଦା ସେକ୍ସନ କର୍ମଚାରୀମାନେ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ରୂପବଣିଆ ଜଙ୍ଗଲରୁ ଯୋରନ୍ଦା ସେକ୍ସନ କର୍ମଚାରୀମାନେ ୨ଜଣ ଶିକାରୀଙ୍କୁ ଗିରଫ କରି ସେମାନ‌ଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ, ହରିଣ ମୁଣ୍ଡ ସହ ମାଂସ ଏବଂ ଗୋଟେ ମୃତ ବାରହା ଜବତ କରିଛ‌ନ୍ତି । ଗିରଫ ହୋଇଥିବା ୨ଶିକାରୀ ଜଣକ ହେଲେ ସଦର ଥାନା ନାଗିଆପସି ଗ୍ରାମର କ୍ଷେତ୍ରବାସୀ ପ୍ରଧାନ (୪୫), ନାଥୁଆ ଗ୍ରାମର ବରଜୁ ନାଏକ (୬୦) ବୋଲି ଜଣାପଡିଛି ।

jayashree
Leave A Reply

Your email address will not be published.