ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କରୋନା ଟୀକାକରଣର ପ୍ରଥମ ମାତ୍ରା ମଧ୍ୟ ମିଳିଛି । ରାଷ୍ଟ୍ରପତିଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ବୁଧବାର ଦିନ ଦିଲ୍ଲୀରେ ଅବସ୍ଥିତ ଆର୍ମି ଆରଆର ହସ୍ପିଟାଲକୁ ଯାଇ ଟୀକା ନେଇଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟୀକାକରଣ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ସେହି ଦିନ ଟୀକା ଦିଆଯାଇଛି ।
Prev Post