ସରସରା ପୂର୍ବତନ ସରପଞ୍ଚଙ୍କ ପତ୍ନୀ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ସରସରା ଗ୍ରାମର ପୂର୍ବତନ ସରପଞ୍ଚ ଗୌରହରି ପଧାନଙ୍କ ପତ୍ନୀ ଯଶୋଦା ପଧାନଙ୍କ ପରଲୋକ ଘଟିଛି । ମୃତ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ସେ ତାଙ୍କ ଦୁଇଟି ଝିଅ ଓ ‌ଜ୍ୱାଇଁ ସୁଶ୍ମିତା ବଢେଇ, ଡାକ୍ତର ବଢେଇ, ହେମବତୀ ବିଶି, କୈଳାସ ବିଶି ଓ ପୁଅ ହେମନ୍ତ ପଧାନକୁ ଛାଡି ଯାଇଛନ୍ତି । ଜୀରା ନଦୀ କୂଳରେ ତାଙ୍କ ଶବ ସତ୍କାର ହୋଇଥିଲା । ପୁତ୍ର ହେମନ୍ତ ପଧାନ ମୁଖାଗ୍ନି ଦେଇ ଥିଲେ ।

Leave A Reply

Your email address will not be published.