ଆସନ୍ତାକାଲି ବିବାହ କରିବେ ଓଲିଉଡ କ୍ୱିନ୍ ଅର୍ଚ୍ଚିତା ଏବଂ ସୁପରଷ୍ଟାର ସବ୍ୟସାଚୀ

ଭୁବନେ‌ଶ୍ୱର : ଆସନ୍ତାକାଲି ଓଲିଉଡ କ୍ୱିନ୍ ଅର୍ଚ୍ଚିତାଙ୍କୁ ବିବାହ କରିବେ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଛି । ତେବେ ବିବାହ ନେଇ ଦୁହେଁ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏପରିକି ସୋସିଆଲ ମିଡିଆରେ ପୋଷ୍ଟ କରି ସବ୍ୟସାଚୀ ଲେଖିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଓ ପରିବାର ଲୋକଙ୍କ ଆଶିର୍ବାଦରେ ସେ ଓ ଅର୍ଚ୍ଚିତା ବୈବାହିକ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.