ଅଭାବନୀୟ ଘଟଣା : ବାଇକରେ ଫେରୁଥିବା ବେଳେ ଗଛ ଡାଳ ପଡି ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ

ଯାଜପୁର : ଯାଜପୁର ଜିଲା ଯୋଡିକୂଅ ନିକଟରେ ଏକ ଅଭାବନୀୟ ଘଟଣାଘଟିଛି । ଗୋଟିଏ ପରିବାରର ବାପା, ମାଆ ଓ ପୁଅ ବାଇକରେ ଫେରୁଥିବା ବେଳେ ଗଛ ଡାଳ ପଡି ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏହାସହ ବାପା, ମାଆ ଗୁରୁତର ଆହତ ହୋଇଛନ୍ତି ।

Leave A Reply

Your email address will not be published.