ବଲାଙ୍ଗିର ସହରରେ ଭାରତ ବନ୍ଦର ପ୍ରଭାବ : ଦୋକାନ ବଜାର ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଭାରତ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି । କାଁ ଭାଁ ଗାଡ଼ି ମୋଟର ଚଳାଚଳ ହେଉଥିଲେ ବି ସହର ମଧ୍ୟରେ ଗହଳ ଚହଳ ଜମାରୁ ଦେଖିବାକୁ ମିଳୁନାହିଁ । ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା ନଜର୍‌କୁ ଆସିଛି ।

Leave A Reply

Your email address will not be published.