jayashree

ବଲାଙ୍ଗିର ନୃସିଂହ ମନ୍ଦିରରେ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ନରସିଂହ ମନ୍ଦିରରେ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ପ୍ରବଚକ ବଂଶୀଧର ଦାନୀ ଉପସ୍ଥିତ ରହି ହନୁମାନ ଚାଳିଶା ଏବଂ ସଂକ୍ଷିପ୍ତ ରାମାୟଣ ପାଠ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ପାରାୟଣ ଗାୟକ ଇପ୍ସିତ ମିଶ୍ର, ଲିପକ ମିଶ୍ର, ରାଜେଶ ମିଶ୍ର, ରଞ୍ଜନ ମିଶ୍ର, ଲୀଳାମୟ ମିଶ୍ର, ବିନୋଦ ଜଟି, ଆଲୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.