
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର ତରଫରୁ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରାନଗର ବଲାଙ୍ଗିର ଠାରେ ୮୦ତମ ସ୍ୱାଧିନତା ଦିବସ ସକାଳ ଘ.୮.୩୦ମି. ସମୟରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା । ଅବସରପ୍ରାପ୍ତ ହାଲ ସୁନାବେଡା ଇଞ୍ଜିନିୟର ଶିବାଜୀ କୁଅଁର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ରାହାସ ବିହାରୀ ଭୋଇ, ବୃଷଭ ସା, ଚମ୍ପେଶ୍ୱର ମିଶ୍ର, ଜନ୍ମେଜୟ ହୋତା, ଯଜ୍ଞାକର ବାରିକ, ମନୋରଂଜନ ତ୍ରିପାଠିୀ, ବୃନ୍ଦାବନ ରଣା, ରୋହିତ କୁମାର ସେଠୀ, ଯଥା ବିଶ୍ୱାଳ, ଅଶୋକ କୁମାର ବୁଡେକ ଓ ସୁଦର୍ଶନ ବୁଡେକ ଉପସ୍ଥିତ ଥିଲେ ।