ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲାରେ ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକ ବିଜୁଯୁବ ଜନତାଦଳ ସଭାପତି ଓ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ପଦ୍ମପୁର ଯୁବ ନେତା ଭୋଜରାଜ ସିଂହ ବରିହା ପ୍ରଶାନ୍ତ ମହାନ୍ତି ଜିଲ୍ଲା ବିଜୁଯୁବ ଜନତା ଦଳ ସମ୍ପାଦକ ଅଚ୍ୟୁତାନ‌ନ୍ଦ ସେଠ ଭରତ ପଣ୍ଡା ଓ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ର‌କ୍ତଦାନ ଶିବିରରେ ୫୩ ୟୁନିଟ୍‌ ରକ୍ତ ସଂଗ୍ରୁହୀତ ହୋଇଥିଲା ।

Leave A Reply

Your email address will not be published.