csstore

ଟିଟିଲାଗଡ ରେଡିମେଡ ଏବଂ କପଡ଼ା ସଂଘର ସାଧାରଣ ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୂଜା ବସ୍ତ୍ରାଳୟରେ ଶୁକ୍ରବାର ସନ୍ଧ୍ୟାରେ ରେଡ଼ିମେଡ ଓ କପଡ଼ା ସଙ୍ଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷ ୨୦୨୫/୨୬ କାର୍ଯ୍ୟକାଳର ହିସାବ-କିତାବ ସଚିବ ନିରଞ୍ଜନ ଶର୍ମାଙ୍କ ଦ୍ୱାରା ସଂଘର ସମସ୍ତ ସଦସ୍ୟଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଏହାପରେ ବର୍ଷ ୨୦୨୬/୨୭ ପାଇଁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କରଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ମାନସ କୁମାର ରଥ, ସଚିବ ଆରୁଷ ଶର୍ମା, ଉପସଭାପତି – ଉମାଶଙ୍କର (ବିଟ୍ଟୁ) ଶର୍ମା, କୋଷାଧ୍ୟକ୍ଷ ନିରଞ୍ଜନ ଶର୍ମା, ସହ ସଚିବ – ମୋହିତ ଜୈନ କାର୍ଯ୍ୟକାରିଣୀ ସଦସ୍ୟ :- ଦେବୀ ପ୍ରସାଦ ଶର୍ମା, ମଂସାରାମ ଅଗ୍ରୱାଲ, ସୁଜୀତ (ପିଙ୍କି) ଅଗ୍ରୱାଲ, ସୁଶୀଲ କନୋଡିଆ, ବିହାରୀ ଅଗ୍ରୱାଲ ପବନ ଅଗ୍ରୱାଲ, ଆନନ୍ଦ ଖେତାନ, ରାଜେଶ ଅଗ୍ରୱାଲ, ଗୌତମ ଜୈନ, ସୂରଜ ବୁଡେକ, ପୂର୍ବ ସଭାପତି ରାଜେଶ ସାହୁଙ୍କ ଦ୍ୱାରା ସମସ୍ତ ନୂତନ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ପଦଭାର ସମର୍ପଣ କରାଯାଇଥିଲା ।

jayashree
Leave A Reply

Your email address will not be published.