ମଦ ପିଇ ଡ଼୍ୟୁଟି କରୁଛନ୍ତି କର୍ମଚାରୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ମଦ ପିଇ ଡ଼୍ୟୁଟି କରୁଛନ୍ତି କର୍ମଚାରୀ । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଜି ଜନସାଧାରଣକୁ ଆଶ୍ଚର୍ଯ୍ୟ କରିଛି । ଅଭିଯୋଗ ଅନୁସାରେ ପାଟଣାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ମଦନିଶାରେ ଚୁର ହୋଇ ମେଡ଼ିସିନ କାଉଣ୍ଟରରେ ବସିଛନ୍ତି ଫାର୍ମାସିଷ୍ଟ । ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପାଟଣାଗଡ଼ ଏସ୍‌ଡ଼ିଏମ୍‌ଓ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.