ଜିଲ୍ଲା ସମୀକ୍ଷା ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା, ବଲାଙ୍ଗିର କାର୍ଯ୍ୟାଳୟଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସମୀକ୍ଷା ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା, ବଲାଙ୍ଗିର କାର୍ଯ୍ୟାଳୟଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସମୀକ୍ଷା ଅଧିକାରୀ କ୍ଷମାନିଧି ପ୍ରଧାନ ପତାକା ଉତ୍ତୋଳନ କରି ସମସ୍ତ କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା ହେବା ପାଇଁ ପରାମର୍ଶ ଦେଇଥିଲେ । ସମୀକ୍ଷା ଅଧିକ୍ଷକ, ସମୀକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସମୀକ୍ଷା ଅଧିକାରୀ ଶ୍ରୀ ପ୍ରଧାନ, ସମୀକ୍ଷା ଅଧିକ୍ଷକ ତ୍ରିନାଥ ବିଶ୍ୱାଲ, ସନାତନ ଭୋଇ, ଅରୁଣ କୁମାର ବେହୁରା, ଗୀତାଞ୍ଜଳି ଥାଟି, ବିଭାଗୀୟ ଅଧିକାରୀ ରୂପେଶ କୁମାର ସାମଲ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.