ବରଗଡ଼, (ମୁନ୍ନା ସାହୁ) ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ବରଗଡ଼ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଞ୍ଚ ନେବା ବେଳେ ୨ ଜଣଙ୍କୁ ବନ୍ଧିଲା ଭିଜିଲାନ୍ସ । ଲାଞ୍ଚ ନେବା ବେଳେ ଧରାପଡିଲେ ଜଣେ ଆକାଉଣ୍ଟାଣ୍ଟ ଓ ଜଣେ ମହିଳା ପିଅନ । ଏମାନେ ହେଉଛନ୍ତି ଆକାଉଣ୍ଟାଣ୍ଟ ଶେଖର ଚନ୍ଦ୍ର ସାହୁ ଓ ପିଅନ ତମନ୍ନା ସାହୁ । ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଉଭୟ ଧରା ପଡିଛନ୍ତି ।
Prev Post