ନୂତନ ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓକିଲ ସଂଘ (ବ୍ରହ୍ମପୁର) ତରଫରୁ ନୂତନ ଭାବେ ଯୋଗ ଦେଇଥିବା ଗଞ୍ଜାମ ଜିଲ୍ଲା ଦୌରାଜଜ ମାନ୍ୟବର ଅଶାନ୍ତ କୁମାର ଦାସଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ବାର ଆସୋସିଏସନ୍‌ର ସଦସ୍ୟ । ଗଞ୍ଜାମ (ବ୍ରହ୍ମପୁର) ବାର ଆସୋସିଏସନ୍‌ର ବରିଷ୍ଠ ନେତ୍ତୃବର୍ଗ ମାନ୍ୟବର ଜିଲ୍ଲା ଦୌରାଜଜଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ତରଙ୍ଗ ଆଳାପ ସହ ଆନୁଷ୍ଠାନିକ ଭେଟି ସ୍ଵାଗତ ସ୍ୱରୂପ ସମ୍ୟକ୍ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.