ଲଗାଣ ବର୍ଷାରେ ଘର ଭାଙ୍ଗିଲା : ସହାୟତା ପାଇଁଁ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକରେ ଲଗାଣ ବର୍ଷା ଲାଗି ରହିଥିଲା । ପ୍ରବଳ ବର୍ଷା ଯୋଗୁଁ କାଂସଡା ଗାଁର ରୁଦନା ମାଝୀଙ୍କ ରୋଷେଇ ଘର ଭାଙ୍ଗି ଯାଇଥିବାର ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ତରଫ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.